ମୋଦୀଙ୍କ ଆଖିରେ ଲୁହ:ରାଜ୍ୟସଭାରେ ଗୁଲାମ ନବିଙ୍କୁ ଭାବପ୍ରବଣ ବିଦାୟ

ପଦବିର ମହତ୍ୱ ଆଜାଦଙ୍କ ଠାରୁ ଶିଖିବା ଉଚିତ: ମୋଦୀ ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଗୁଲାମ ନବି ଆଜାଦ୍‌ଙ୍କୁ ଆଜି ଅବସରକାଳୀନ ସମ୍ଭାଷଣ ଜଣାଇବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଖି ଲୁହ ଛଳ ଛଳ ହୋଇଯାଇଥିଲା। ଏପରିକି ସେ ଆଜାଦ୍‌ଙ୍କ ସ୍ମୂତିକୁ ଉଦ୍ଧାର କରି ନିଜ ଅଭିଭାଷଣରେ ଉଲ୍ଲେଖ କଲା ବେଳେ ଅନେକ ଥର ନିଜ କୋହକୁ ସମ୍ଭାଳି ପାରିନଥିଲେ। ଆଜାଦ୍‌ଙ୍କୁ ଆବେଗପୂର୍ଣ୍ଣ ବିଦାୟ … Continue reading ମୋଦୀଙ୍କ ଆଖିରେ ଲୁହ:ରାଜ୍ୟସଭାରେ ଗୁଲାମ ନବିଙ୍କୁ ଭାବପ୍ରବଣ ବିଦାୟ